ଖୋର୍ଦ୍ଧା: ଜଣେ ଡ୍ରାଇଭରଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଘମାରି-କଳାପଥର ରାସ୍ତା ଗୋବିନ୍ଦପୁର ନିକଟରେ ଲୁଟ୍ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s