ଗଞ୍ଜାମରେ ୧୨୦ ଲିଟର ଦେଶୀ ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ ଅବକାରୀ ବିଭାଗ ଦ୍ଵାରା ୧୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏକ କାର୍ ଜବତ ସହ ଜଣେ ଗିରଫ ହୋଇଥିବା ସୂଚନା । ମଦ ଚୋରା ଚାଲାଣ ହେଉଥିବା ସମୟରେ ଚଢ଼ାଉ କରାଯାଇଥିଲା।

powered by social2s