ତାଳଚେର: ବାଣ ପ୍ରସ୍ତୁତି ସମୟରେ ଅଘଟଣ। ଖମାର ଥାନା ଇଞ୍ଚୁଡ଼ି ପଞ୍ଚାୟତ ସାଆନ୍ତା ଗାଁରେ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ। ବିସ୍ଫୋରଣରେ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
powered by social2s

