ବାଲେଶ୍ୱର: ବାଲେଶ୍ୱର ଆର୍ତ୍ତକବିରାଜ ରୋଡରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣେ ଯୁବକ ଆହତ। ଆହତ ଜଣକ ହେଲେ କମଲ ଦାସ। ସୁଜଲ ଚୌଧୁରୀ ନାମକ ଜଣେ ଯୁବକ ଗୁଳିକାଣ୍ଡ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା କମଲ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
powered by social2s

