କେନ୍ଦୁଝର: STF କର୍ମଚାରୀ ଓ ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋ ଚାଲାଣକାରୀ। ଗୁଳିମାଡ଼ କରି ଛଡ଼ାଇ ନେଲେ ୩ଟି ଗୋରୁଗାଡ଼ି। ଆତ୍ମରକ୍ଷା ପାଇଁ STF ୨ ରାଉଣ୍ଡ ଗୁଳି କରିଥିବା ସୂଚନା। ୫ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛା କରିବାରୁ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଦୁଇ ଗାଡ଼ି ଓ ଚଳକ ଧରା ପଡ଼ିଥିବା ବେଳେ ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ କରି ଅନ୍ୟ ତିନି ଗାଡ଼ି ନେଇ ଗୋଚାଲାଣକାରୀ ଖସିଯାଇଥିବା ଜଣାପଡ଼ିଛି ।
powered by social2s

