ଖୋର୍ଦ୍ଧା: ଖୋର୍ଦ୍ଧା ତୋଟାପଡ଼ା ଛକରୁ ୫୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ୍ୟ ଟଙ୍କା।
powered by social2s