ଗଜପତିରେ ଯୁବକଙ୍କୁ ଗୁଳିମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ଅଣ୍ଟାରେ ବାଜିଛି ଗୁଳି। ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଣିଗାଁରିଡ଼ି ସନ୍ଦେହରେ ଦୁଇ ଜଣ ଯୁବକ ଏକ ବାଇକ୍ ରେ ଆସି ଗୁଳିମାଡ଼ କରିଥିବା ଜଣାପଡ଼ିଛି।

powered by social2s