ଭୁବନେଶ୍ୱର: ଭୁବନେଶ୍ୱର ଶିରିପୁର ଛକରେ ଜଣେ ଟ୍ରାଭେଲ ଏଜେନ୍ସି ମାଲିକ ପୁଅଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୮ ରୁ ୧୦ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଆକ୍ରମଣ କରିଛନ୍ତି।
powered by social2s