ଗୁଳିମାଡ଼ରେ ଢାବା ମାଲିକଙ୍କ ମୃତ୍ୟୁ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଇଡା: ଗୁଳିମାଡ଼ରେ ଜଣେ ଢାବା ମାଲିକଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ମାଳଦା ନିକଟରେ ଗୁଳିମାଡ଼ ହୋଇଥିବା ସୂଚନା। ସୂଚନା ଅନୁଯାୟୀ, ୪ ରୁ ୫ ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି।

powered by social2s