ମାଆକୁ ବୀଭତ୍ସ ହତ୍ୟା କଲା ପୁଅ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିନ୍ଧାଣୀ ସାହିରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ଧାରୁଆ ଅସ୍ତ୍ରରେ ମାଆକୁ ହତ୍ୟା କଲା ପୁଅ। ମୃତ ମହିଳା ପ୍ରେମଲତା ଓ ଅଭିଯୁକ୍ତ ଗୋପାଳ ଓଝା। ପାରିବାରିକ କଳହରୁ ହତ୍ୟା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।

powered by social2s