ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫାଙ୍କା ଗୁଳିଚାଳନା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଟାଉନ ଥାନା ଗୋଳାପୋଖରୀ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ସ୍ଥିତି ଅନାୟତ ହେବାରୁ ପୋଲିସ ଫାଙ୍କା ଗୁଳିଚାଳନା ଓ ଲାଠିଚାର୍ଜ କରିଥିଲା। ଘଟଣାସ୍ଥଳରେ ପହଁଚିଲେ ସଦର ବିଧାୟକ, ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ଓ ଏସ୍ପି।

powered by social2s