ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଜରିପାଟଣା ଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଦୁଇ ବର୍ଷ ପୂର୍ବରୁ ହୋଇଥିଲା ବିବାହ।
powered by social2s