କଟକ: ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ କଲା କଟକ ସାଇବର ଥାନା ପୋଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଥିବା ସହ ଘଟଣାରେ ରାକେଟର ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ରାକେଟର ବିଦେଶୀ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି। ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ କଟକ: ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ କଲା କଟକ ସାଇବର ଥାନା ପୋଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଥିବା ସହ ରାକେଟର ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ରାକେଟର ବିଦେଶୀ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି।
powered by social2s

