ଦେବଗଡ଼: ଦେବଗଡ଼ ସହରର ଏକ ହୋଟେଲ ରୁମ୍ ରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସମ୍ବଲପୁର ଜିଲ୍ଲା ଅଇଁଠାପାଲିର ଅଞ୍ଚଳର ସୁବାସ ଅଗ୍ରୱାଲ। ସେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଏସି ମ୍ୟାନେଜର ଥିଲେ। ଗତ ୪ ଦିନ ହେବ କାର୍ଯ୍ୟରେ ଯୋଗଦେଇଥିଲା ଓ ହୋଟେଲରେ ରହୁଥିଲେ।
powered by social2s

