୩ ଅବକାରୀ କର୍ମଚାରୀ ବରଖାସ୍ତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅବକାରୀ ବିଭାଗର ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲେ ଅବକାରୀ କମିଶନର ନରସିଂହ ଭୋଳ। ଟ୍ରକ୍ ରେ ଗଞ୍ଜେଇ ଚାଲାଣରେ ସହାୟତା କରିଥିଲେ ଅବକାରୀ ଏଏସଆଇ ଅରୋପଲକ ଦାସ, କନେଷ୍ଟବଳ ତ୍ରିଲୋଚନ ରାଇଚେତି ଓ ଭେଙ୍କଟେଶ କୁମାର।

powered by social2s