ପୋଲିସ୍ ହେଫାଜତରୁ କଏଦୀ ଚମ୍ପଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦେବଗଡ଼: ଦେବଗଡ଼ ଉପ କାରାଗାର ଆଗରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୁମନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ନାବାଳିକା ଅପହରଣ ମାମଲାରେ ଗିରଫ କରିଥିଲା ପୋଲିସ୍। ଜାମିନ୍ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ କାରାଗାର କୁ ନିଆଯାଉଥିବା ବେଳେ ପୋଲିସ୍ ଗାଡ଼ିରୁ ସେ ଖସି ପଳାଇଥିଲା । ଏନେଇ ଦେଗଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି।

powered by social2s