କଟକ: ଜଣେ ଅଟୋ ଚାଳକଙ୍କ ଆକ୍ରମଣରେ ଅନ୍ୟ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ଚଣ୍ଡୀ ଛକ ନିକଟରେ ବଚସାରୁ ଏହି ଘଟଣା ଘଟିଛି। ମୃତକ ହେଲେ କଟକ ଜିଲ୍ଲା ସତୀଚଉରା ଇଦଗାହ କଲୋନୀର ମହମ୍ମଦ ରୋସନ୍ । କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
powered by social2s