ରାଉରକେଲା: ଜଣେ ବ୍ୟବସୟୀଙ୍କ ଠାରୁ କେଜିଏ ସୁନା ଓ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। କଲିକତାରୁ ସୁନା ଧରି ଟ୍ରେନ୍ ରେ ଫେରିଥିଲେ ବ୍ୟବସାୟୀ ପ୍ରଦୀପ କୁମାର ସୋନି। ସେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବାସନ୍ତୀ କଲୋନୀରେ ପ୍ରଦୀପଙ୍କ ଘର । ଷ୍ଟେସନରୁ ଏକ ସ୍କୁଟିରେ ତାଙ୍କର ଜଣେ ସହଯୋଗୀଙ୍କ ସହିତ ଘରକୁ ଫେରିବା ବେଳେ ମାଲଗୋଦାମ ସାଇ ମନ୍ଦିର ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଛୁରିମାଡ଼ କରି ସୁନା ସହ ଆଟାଚିରେ ଥିବା ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
powered by social2s

