ଭୁବନେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନ୍ ସୁଗର୍ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବରରୁ ଏକ କେଜିର ବ୍ରାଉନ୍ ସୁଗର୍ ଜବତ ହୋଇଛି। ଜବତ ବ୍ରାଉନ୍ ସୁଗର୍ ର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ପୋଲିସ୍ ଦ୍ଵାରା ଗିରଫ ହୋଇଛନ୍ତି।

powered by social2s