୫ ମାସର ପୁଅକୁ କଚାଡ଼ି ମାରିଲା ବାପା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ୫ ମାସର ପୁଅକୁ କଚାଡ଼ି ମାରିଦେଲା ବାପା। ଘରୋଇ କଳହରୁ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍।

powered by social2s