ନୂଆପଡ଼ାରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଲିଆଡ଼ ଗାଁ ନିକଟ ଚଉରା ଜଙ୍ଗଲରୁ ଏକ ଜୀବନ୍ତ ବଜ୍ରକାପ୍ତା ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି ଓ ୩ଟି ବାଇକ୍ ଜବତ କରାଯାଇଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ ୧୧ କେଜି ହେବ।

powered by social2s