କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଇଂରାଜୀ ନୂଆବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର। ୧୪ ଟଙ୍କା ୫୦ ପଇସା କମିଲା ୧୯ କେଜି ସିଲିଣ୍ଡର ଦର। ଦିଲ୍ଲୀରେ ନୂଆ ଦର ୧୮୦୪ ଟଙ୍କା, ପୂର୍ବରୁ ଥିଲା ୧୮୧୮.୫୦ ଟଙ୍କା। ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନନାହିଁ।

powered by social2s