ଭାରତରେ H3N2 ଇନଫ୍ଲୁଏଞ୍ଜାରେ ୨ ମୃତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଭାରତରେ H3N2 ଇନଫ୍ଲୁଏଞ୍ଜାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

ହରିୟାଣା ଓ କର୍ଣ୍ଣାଟକରେ ୨ ଜଣ ପ୍ରାଣ ହରାଇଛନ୍ତି ।

 

ଥଣ୍ଡା, କାଶ, ତଣ୍ଟି ଦରଜ ଭଳି ଲକ୍ଷଣ ଦେଖାଦେଲେ ଡାକ୍ତର ପରାମର୍ଶ ନେବାକୁ ବିଶେଷଜ୍ଞ କହିଛନ୍ତି।

 

powered by social2s