ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡୀଗଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ଓ ଆଫଗାନିସ୍ଥାନ ରେ ମଧ୍ୟ ଭୂମୀକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲ୍ ରେ ୬.୬ ରହିଛି ଭୂକମ୍ପ ର ତୀବ୍ରତା। କେନ୍ଦ୍ରସ୍ଥଳ ରହିଛି ଆଫଗାନିସ୍ଥାନ ର କଲଫଗାନ୍ ।
powered by social2s

