ଡାଇମଣ୍ଡ ଲିଗ୍‌ରେ ଭାରତର ମୁରଲି ଶ୍ରୀଶଙ୍କରଙ୍କୁ ବ୍ରୋଞ୍ଜ ପଦକ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦଲ୍ଲୀ: ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଭାରତର ମୁରଲି ଶ୍ରୀଶଙ୍କର। ଲଙ୍ଗ ଜମ୍ପ୍‌ରେ ୮.୦୯ ମିଟର ଡେଇଁ ମୁରଲି ଶ୍ରୀଶଙ୍କର ଜିତିଲେ ବ୍ରୋଞ୍ଜ ପଦକ।

powered by social2s