ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯକ୍ରମର ଆଜି ୧୦୨ତମ ସଂସ୍କରଣ ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯକ୍ରମର ଆଜି ୧୦୨ତମ ସଂସ୍କରଣ । ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ଚଳିତ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍। ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି|।ପୁରୀ ରଥଯାତ୍ରାକୁ ଅନନ୍ୟ କହିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ କାମନା ପ୍ରଧାନମନ୍ତ୍ରୀ| '୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି | ମନ୍ କି ବାତ୍ରେ ଏମର୍ଜେନ୍ସି ସମୟକୁ କଳା ଯୁଗ କହିଲେ ମୋଦି । ସେ କହିଛନ୍ତି କି ‘ଏମର୍ଜେନ୍ସୀ ନିର୍ଯାତନା କଥା ଭାବିଲେ ଦେହ ଶିହିରି ଉଠେ । ଦେଶବାସୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦା ଯାଇଥିଲା । ତେଣୁ ଏମର୍ଜେନ୍ସୀ ବାବଦରେ ଯୁବପିଢ଼ି ଜାଣିବା ଉଚିତ୍' ।
ପୁରୀ ରଥଯାତ୍ରାକୁ ଅନନ୍ୟ କହିଲେ ପ୍ରଧାନମନ୍ତ୍ରୀ ମୋଦି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

