ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ସତ୍ୟାଗ୍ରହ କରାଯାଇଥିଲା। ବାତ୍ୟା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ପ୍ରଦାନ ଓ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା ଦାବିରେ ଏହି ସତ୍ୟାଗ୍ରହ କରାଯାଇଥିଲା।ତେବେ ଧାରଣାରେ ବସିଥିବା କେତେକ ଚାଷୀଙ୍କୁ ଉଠାଇନେଲା ପୋଲିସ।
powered by social2s
