ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ଷ୍ଟାତିୟମ ଠାରେ କ କ୍ରିଡା ପ୍ରତିଭା ଅନ୍ୱେଷଣ ଆରମ୍ଭ ହୋଇ ଯାଇଛି | ଏହି କ୍ରିଡା ରେ ଗ୍ରାମାଞ୍ଚଳ ଓ ମୁନିସପାଲଟି ଅଞ୍ଚଳର ଖେଳାଳି ମାନେ ଯୋଗ ଦେଇଥିଲେ .ଏଥିରେ ୧୮୧ ଜଣ ବାଳକ ଓ ୬୧ ଜଣ ବାଳିକା ଖେଳାଳି ଯୋଗ ଦେଇଥିଲେ | ଏଥିରେ ଜିଲ୍ଲାର ମୁଖ୍ୟ ପ୍ରଦିପ ମହାନ୍ତି, କ୍ରିଡା ଇନ୍ ଚାର୍ଯ୍ୟ ସନ୍ତୋଷ କୁମାର ପରିଡା, କମ୍ପୁଟର ଅପରେଟର ସୁବ୍ରତ କୁମାର ମିଶ୍ର ଓ କାର୍ଯ୍ୟଳୟ ତରଫରୁ ନରେଶ କୁମାର ମହାରଣା, ସୁନିଲ ପଣ୍ଡା, ସରିତା ବିଶ୍ଵାଳ,ଉମେଶ ଦାଶ, ସ୍ମିତିସୁଦା ଜେନା, ରମାକାନ୍ତ ବେହରା ଓ ଅନିଲ୍ ନନ୍ଦ ରହି କ୍ରିଡ। ପରିଚାଳନା କରିଥିଲେ, ଏଥିରେ ହାଇ ଜମ୍ପ , ଓଜନ, ୩୦ ମିଟର ଉଚ୍ଚତା ବୋଡ଼ ଜମ୍ପ ଆରମ୍ଭ ହୋଇଥିଲା , ଏହା ୨ ଦିନ ୨୫ ମଇ ଓ ୨୬ ମଇ ଚାଲି ରହିବ |
powered by social2s

