ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ଇଣ୍ଟର-କଣ୍ଟିନେଣ୍ଟାଲ୍ କପ୍ ଟୁର୍ଣ୍ଣାମେଂଟ। ଏଥିରେ ଭାଗ ନେଉଛନ୍ତି ୪ ଦେଶର ଖେଳାଳୀ। ସନ୍ଧ୍ୟା ୭:୩୦ ରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଖେଳା ଯିବ ମ୍ୟାଚ୍।
powered by social2s