ଭୁବନେଶ୍ୱର: ଓଡିଶା ବିଧାନସଭା ସମ୍ମୁଖରେ ଆଜି ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିବା ଜଣା ପଡ଼ିଛି।
ବ୍ୟକ୍ତି ଜଣକ ହଂସପାଳ ଅଂଚଳର ଜଣେ ଫଳ ବ୍ୟବସାୟୀ।
ସେ ମଞ୍ଚେସ୍ୱର ଥାନାରେ ଅଭିଯୋଗ ପରେ କେହି ସୁଣୁନଥିବା ଅଭିଯୋଗ କରିଛନ୍ତି।
ନିଜ ଦେହରେ ପେଟ୍ରୋଲ ଢାଳିବା ସମୟରେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିଥିଲେ।
powered by social2s

