ବାଣ ବିସ୍ଫୋରଣରେ ଜଣେ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ବାଣ ବିସ୍ଫୋରଣ ହୋଇଛି। ବାଣ ଭିଡ଼ୁଥିବା ବେଳେ ଉଡ଼ିଗଲା ଆଜବେଷ୍ଟସ୍ଜ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

powered by social2s