ଭୁବନେଶ୍ବର: କୋରନାର ବଢୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କିନିଂ କରାଯିବ ବେଳେ ବିଏମ୍ ସି କମିଶନର ସୂଚନା ଦେଇଛନ୍ତି। ଏହାସହ ଦରକାର ପଡିଲେ ଲକ୍ଷଣ ଅନୁଯାଇ ଟେଷ୍ଟିଙ୍ଗ କରାଯିବ ବୋଲି ସେ କହିଛନ୍ତି। ପୂର୍ବ ଭଳି ସମସ୍ତ ଟେଷ୍ଟିଙ୍ଗ ସେଣ୍ଟର କାମ କରୁଛି। ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ ବୋଲି ସେ କହିଥିଲେ।
powered by social2s

