ଜେଲ କାନ୍ଥ ଡେଇଁ ୨ କଏଦୀ ଫେରାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗଜପତି: ଗଜପତି ଜିଲ୍ଲା ଆର୍ ଉଦୟଗିରି ଉପକାରାଗାର ରୁ ୨ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ପୁରୀର ଶରତ ଦେ ଓ ଗଜପତି ଜିଲ୍ଲାର କରୁଣା ଗମାଙ୍ଗ ଜେଲର କାନ୍ଥ ଡେଇଁ ଫେରାର ହୋଇଯାଇଛନ୍ତି। ଆଜି ସକାଳ ସମୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

powered by social2s