ଢେଙ୍କାନାଳରେ ଦୁଇଟି ମନ୍ଦିରରୁ ଲୂଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେ଼ଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାତିଆ ତାରିଣୀ ଓ ଶିବ ମନ୍ଦିର ରୁ ଲୂଟ ହୋଇଥିବା ସୂଚନା ମିଳିଛି। ସୁନା ଅଳଙ୍କାର ସହ ହୁଣ୍ଡି, ପିତଳ ସାମଗ୍ରୀ ଲୂଟି ନେଇଛନ୍ତି ଦୁର୍ବୁତ୍ତ। ଗତ ରାତିରେ ମନ୍ଦିର କବାଟ ଭାଙ୍ଗି ଲୂଟ କରିଥିବା ଜଣାପଡ଼ିଛି।

powered by social2s