ସାମ୍ଭାବ୍ୟ ବାତ୍ୟା ପାଇଁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଉପରେ ମୂଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଲର୍ଟରେ ଅଛନ୍ତି ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ । ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଉପରେ ଦିଆଯାଇଛି ଗୁରୁତ୍ଵ। ହସ୍ପିଟାଲରେ ଜାରି ରହିବ ନିରବଚ୍ଛିନ୍ନ ସେବା ଓ ପ୍ରସ୍ତୁତ ହୋଇ ରହିଛି ବାତ୍ୟା ଆଶ୍ରୟସ୍ଥଳ। ବାତ୍ୟା ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ।

powered by social2s