କଟକ ରୁ ୧୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ କଟକ: କଟକ ଜିଲ୍ଲା ଚୌଦ୍ୱାର ଅଂଚଳରୁ ୧୨ କେଜି ଚନ୍ଦନ କାଠ ଜବତ ହୋଇଛି। ଜବତ କାଠର ମୁଲ୍ୟ ୧୦ ଲକ୍ଷ୍ୟ ଟଙ୍କା ବୋଲି ଜଣାପଡିଛି। ଘଟଣାରେ ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି କମିଶନରେଟ ପୋଲିସ।
powered by social2s