ରେଳ ଧାରଣାରେ ଦୁଇ ମହିଳାଙ୍କ ମୃତଦେହ ଠାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କୁକୁଡ଼ାହାଡ଼ ରେଳ ଧାରଣାରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁକୁଡ଼ାହାଡ଼ ରେଳ ଧାରଣାରେ ଜଣଙ୍କର ମୃତଦେହ ପଡ଼ିଥିବା ବେଳେ ଅଧ କିଲୋମିଟର ଦୂରରେ ଆଉ ଜଣଙ୍କର ମୃତଦେହ ଠାବ ହୋଇଛି। ମୃତଦେହ ଜବତ କରି ସରକାରୀ ରେଳବାଇ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରଯାଇଛି।

powered by social2s