ମେ' ୬ ରୁ ଖରା ଛୁଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏକାଡେମିକ୍ କ୍ୟାଲେଣ୍ଡର । କ୍ୟାଲେଣ୍ଡରରେ ୨୩୧ କାର୍ଯ୍ୟ ଦିବସ ରହିଛି। ଏଥିରେ ୫୨ ରବିବାର ୮୦ ଟି ବିଭିନ୍ନ ଛୁଟି ରହିଛି। ଖରା ଛୁଟି ମେ' ୬ ତାରିଖରୁ ଜୁନ୍ ୧୯ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।

powered by social2s