ଭୁବନେଶ୍ୱର: ଓଡ଼ିଶାରେ ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର। ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ୍ ଫ୍ରି ନମ୍ବର। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତି। ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ କାମ କରିବ। ସରକାରୀ ହସ୍ପିଟାଲରେ ମୃତ୍ୟୁ ହୋଇଥିଲେ ଶବ ନେବାକୁ କାମ କରିବ। ଶବ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା କରାଯିବ।
powered by social2s

