କାଳବୈଶାଖୀରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ହସ୍ପିଟାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ କାଳବୈଶାଖୀ ବର୍ଷା ଯୋଗୁଁ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ଗଛ। ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହୋଇଛନ୍ତି ରୋଗୀ। ଗମନାଗମନ ବି ବାଧାପ୍ରାପ୍ତ ହୋଇଛି।

powered by social2s