ଭୁବନେଶ୍ବରରୁ ଆବୁଧାବିକୁ ଉଡ଼ିବ ବିମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ହେବ ବିମାନ ସେବା। ଚଳିତ ବର୍ଷ ଜୁନ ୨୫ ତାରିଖରୁ ଆରମ୍ଭ ହେବ ବିମାନ ସେବା। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

powered by social2s