ଓଡ଼ିଶାର ସମସ୍ତ ଜିଲ୍ଲାପାଳ ଓ ରାଜସ୍ବ କମିଶନରଙ୍କ ଛୁଟି ବାତିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଜିଲ୍ଲାପାଳ ଓ ରାଜସ୍ବ କମିଶନରଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର। ଛୁଟି ବାତିଲ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ସଚିବ। ମୁଖ୍ୟାଳୟ ଛାଡ଼ି ନଯିବାକୁ ଦିଆଯାଇଛି ନିର୍ଦେଶ।

ରାଜ୍ୟର ସମସ୍ତ ଆଇ ପି ଏ ସ୍ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦେଶ ଜାରି କରାଯାଇଛି।

powered by social2s