ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ। ଦିନ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। CBSE ୱେବସାଇଟ୍‌ http://cbse.gov.in ଓ http://cbseresults.nic.in ରେ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ। ଦଶମ ଓ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ୪୨ ଲକ୍ଷ ପରୀକ୍ଷାର୍ଥୀ।

powered by social2s