OPSC ଓ OSSCର ନୂତନ ସଦସ୍ୟ ନିଯୁକ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: OPSC ଓ OSSCର ନୂତନ ସଦସ୍ୟଙ୍କୁ ମିଳିଛି ନିଯୁକ୍ତି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ OPSCର ନୂଆ ସଦସ୍ୟ। ପୁରୀ SCS କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର ପ୍ରସାଦ ମିଶ୍ର। ଆଇ ଏ ଏସ ଉଦୟ ନାରାୟଣ ଦାସ ହେଲେ OPSCର ଅନ୍ୟତମ ସଦସ୍ୟ। ଜନଗଣନା ନିର୍ଦ୍ଦେଶକ ଅଛନ୍ତି ଉଦୟ ନାରାୟଣ। ଦୁଇ ସଦସ୍ୟଙ୍କୁ ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ଓଡ଼ିଶା ସରକାର। OSSCର ସଦସ୍ୟ ହେଲେ ଡ. ଶ୍ରୁତି ଦାସ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଶ୍ରୁତି ଦାସ। ଅବସରପ୍ରାପ୍ତ ଆଇ ଏ ଏସ ସୁଧାକର ବୁର୍ଗି ଅନ୍ୟତମ ସଦସ୍ୟ ନିଯୁକ୍ତ। OSSCର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ରହିବ ୫ ବର୍ଷ।

powered by social2s