କଟକ: କଟକ କାଠଯୋଡ଼ିରେ ବୁଡି ୨ ଜଣ ଇଞ୍ଜିନିୟର୍ ମୃତ୍ୟୁ ହୋଇଛି। ଗତକାଲି ଜଣଙ୍କର ମୃତଦେହ ମିଳିଥିବା ବେଳେ ଆଜି ମିଳିଲା ନିଖୋଜ ଥିବା ଆଉ ଜଣଙ୍କର ମୃତଦେହ। ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।
powered by social2s