ଭୁବନେଶ୍ୱର: ଆରବସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଘନିଭୂତ ହୋଇ ଉତ୍ତର ଦିଗରେ ଗତି କରିବା ସମ୍ଭାବନା ରହିଛି। ୩୬ ଘଣ୍ଟା ମଧ୍ୟରେ ଅବପାତରେ ରୂପ ନେଇପାରେ।
powered by social2s