ଓଡ଼ିଶାରେ ବଢ଼ିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ। ମାସିକ ଗାଡ଼ି ଭଡ଼ା ବଢ଼ି ୫୦,୪୦୦ ଟଙ୍କା ହେଲା। ପ୍ରାୟ ୬ ବର୍ଷ ପରେ ହେଲା ଭଡ଼ା ସଂଶୋଧନ। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

powered by social2s