ମୟୁରଭଞ୍ଜ ତାଟୋ ଉଚ୍ଚ ବାଳିକା ବିଦ୍ୟାଳୟର ୩ କରୋନା ଆକ୍ରାନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୂରଭଞ୍ଜ ତାଟୋ ଉଚ୍ଚ ବାଳିକା ବିଦ୍ୟାଳୟର ୩କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଅନ୍ତବାସୀଙ୍କ ସହ ଜଣେ ମାଟ୍ରୋନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଆଇସୋଲେସନ୍ ରେ ରଖାଯାଇଛି। ସ୍କୁଲକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ଜିଲ୍ଲାମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର।

powered by social2s