୨୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଛଣଗିରି ରାସ୍ତାରୁ ୨୫୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ୍। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ସୂଚନ। ବୁଲେଟ୍‌ ଗାଡ଼ି ସହ ଦୁଇ ଜଣଙ୍କୁ ଗିରଫ କରିଛି ଜଙ୍କିଆ ଥାନା ପୋଲିସ୍‌।

powered by social2s