୬ ମହଲାରୁ ଖସି ଶ୍ରମିକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଏକ ୬ ମହଲା ନିର୍ମାଣାଧୀନ କୋଠାରୁ ପଡ଼ି ଜଣେ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଚାଲିଥିଲା ନିର୍ମାଣ କାର୍ଯ୍ୟ। ମୃତ ଶ୍ରମିକ ଜଣକ ବିହାରର ହୋଇଥିବା ସୂଚନା।

powered by social2s